www.samajalive.in
Sunday, December 14, 2025
26.1 C
Bhubaneswar

ଲିଙ୍ଗ ନିରୂପଣ: ପତ୍ନୀ ଓ ୩ ଦଲାଲଙ୍କ ସହ ଡାକ୍ତର ଗିରଫ

କଟକ: ଲିଙ୍ଗ ନିରୂପଣ ଅଭିଯୋଗରେ ଚଢ଼ାଉ ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି। ଡାକ୍ତରଙ୍କ ଫ୍ରେଣ୍ଡସ କଲୋନୀ ଘରେ ଚଢ଼ାଉ ପରେ ଗିରଫ କରାଯାଇଛି। କଟକ ମଙ୍ଗଳାବାଗ ପୁଲିସ ପକ୍ଷରୁ ଡାକ୍ତରଙ୍କ ପତ୍ନୀ ଓ ୩ ଦଲାଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଡାକ୍ତର ଜଣଙ୍କ ଦେବଗଡ଼ ସରକାରୀ ମେଡ଼ିକାଲରେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧି ସହ ଉପଜିଲାପାଳ ସାମିଲ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories