www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରିଟେନର କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କୁ କ୍ୟାନ୍ସର, ସୂଚନା ଦେଲା ବକିଂହାମ୍ ପ୍ୟାଲେସ୍

ନୂଆଦିଲ୍ଲୀ : ବ୍ରିଟେନର କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ସ୍ବାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବକିଂହାମ୍ ପ୍ୟାଲେସର ସୂଚନା ଅନୁସାରେ କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଛି । ଏହା ପ୍ରୋଷ୍ଟେଟ୍ କ୍ୟାନ୍ସର ନୁହେଁ, କିନ୍ତୁ ନିକଟରେ ବଢିଥିବା ପ୍ରୋଷ୍ଟେଟର ଚିକିତ୍ସା ସମୟରେ ଏହା ଜଣାପଡିଛି ।

କ୍ୟାନ୍ସର ନେଇ ଅଧିକ ଖୁଲାସା କରାଯାଇନି କିନ୍ତୁ ବୟାନ ଅନୁସାରେ କିଙ୍ଗ ଚାର୍ଲସ ନିଜ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ ସକାରାତ୍ମକ ଅଛନ୍ତି । ବର୍ତ୍ତମାନ ପାଇଁ ତାଙ୍କ ସମସ୍ତ ସାର୍ବଜନିକ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି ।

- Advertisement -

ପ୍ରାୟ ସପ୍ତାହେ ପୂର୍ବରୁ ଲଣ୍ଡନର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କ ପ୍ରୋଷ୍ଟେଟ୍ ସର୍ଜରୀ ହୋଇଥିଲା । ବକିଂହାମ୍ ପ୍ୟାଲେସ୍ ସେହି ସମୟରେ କହିଥିଲା କି କିଙ୍ଗ ଚାର୍ଲ୍ସ ନିଜ ପ୍ରୋଷ୍ଟେଟ୍ ସର୍ଜରୀର ସୂଚନାକୁ ସାର୍ବଜନିକ କରିବାକୁ ନିଷ୍ପତ୍ତି ନେଇଥିଲା ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories