www.samajalive.in
Friday, December 12, 2025
15.1 C
Bhubaneswar

ସୁଲତାନ ପରେ ପୁଣି ‘ସଲମାନ-ଅନୁଷ୍କା’ଙ୍କ ଯୋଡ଼ି!

ମୁମ୍ବଇ : ‘ସୁଲତାନ’ ର ସଫଳତା ପରେ ଖୁବଶୀଘ୍ର ଆଉ ଏକ ଚଳଚ୍ଚିତ୍ରରେ ସଲମାନ-ଅନୁଷ୍କାଙ୍କ ଯୋଡ଼ି ଦେଖିବାକୁ ମିଳିବ। ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଏହି ଯୋଡ଼ିକୁ ଚୟନ କରିଛନ୍ତି। ସୂଚନା ଅନୁସାରେ, ଭଂସାଲୀ ତାଙ୍କର ଏହି ପ୍ରୋଜେକ୍ଟର କାହାଣୀ ଲେଖିବା କାମ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏଥିସହିତ ସଲମାନ ଖାନ୍‍ ଓ ଅନୁଷ୍କା ଶର୍ମାଙ୍କ ସହ ଏନେଇ ଖୁବଶୀଘ୍ର ଆଲୋଚନା କରିବେ ବୋଲି ସେ କହିଛନ୍ତି।

ସଞ୍ଜୟ ଲୀଲା ଭଂସାଲୀ ଓ ସଲମାନ ଖାନ ୧୯ ବର୍ଷ ପୂର୍ବେ ‘ହମ୍‍ ଦିଲ୍‍ ଦେ ଚୁକେ ସନମ୍‍’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଏବେ ପୁଣି ତାଙ୍କ ଯୋଡ଼ି ଦର୍ଶକଙ୍କୁ କିମିଆ କରିବ ବୋଲି ଆଶା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories