www.samajalive.in
Saturday, December 6, 2025
16.1 C
Bhubaneswar

୮ ଅନ୍ତଃରାଜ୍ୟ ମୋଟରସାଇକେଲ ଚୋର ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲା ପୁଲିସ ଦ୍ୱାରା ମୋଟରସାଇକେଲ ଚୋରା ରେକେଟ ର ପର୍ଦାଫାଶ ହୋଇଛି । ପୁଲିସ ୮ ଜଣ ଅନ୍ତଃରାଜ୍ୟ ଚୋରକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ନାବାଳକ ଥିବା ପୁଲିସ କହିଛି । ଗିରଫ ପରେ ସେମାନଙ୍କ ଠାରୁ ୭ଟି ଦୁଇ ଚକିଆ ଗାଡି ଜବତ ହୋଇଛି ।   .

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories