www.samajalive.in
Saturday, December 13, 2025
26.1 C
Bhubaneswar

ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ପରଲୋକ

ପୁଣେ: ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ପରଲୋକ ହୋଇଛି। ଶନିବାର ପୁଣେ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା।

ଶନିବାର ସକାଳୁ ହଠାତ ପ୍ରଭା ଅତ୍ରେଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଦିନାନାଥ ମଙ୍ଗେସକର ହସ୍ପିଟାଲକୁ ନିଆଯିବା ବାଟରେ ତାଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ୍ ଗାୟିକା ଭାରତୀୟ ଶାସ୍ତ୍ରୀୟ ସଙ୍ଗିତ ସହ ଜଡିତ ଥିଲେ। ସଙ୍ଗୀତ କ୍ଷେତ୍ରରେ ତାଙ୍କର ମୂଲ୍ୟବାନ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ତିନୋଟି ସମ୍ମାନଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories