www.samajalive.in
Sunday, December 14, 2025
23.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ସମ୍ବାଦ

(୧) ହାଇଟେକ୍ ମେଡିକାଲ ଘଟଣା
– ତୃତୀୟ ମୃତଦେହ ପାଇଁ ହେବ ଡିଏନଏ ପରୀକ୍ଷା
– ଜଣାପଡିବ କିଏ ଦିଲ୍ଲୀପ କିଏ ଜ୍ୟୋତିରଞ୍ଜନ
(୨) ରାଜଧାନୀରେ ପଥୋତ୍ସବ
– ଶିଖରଚଣ୍ଡୀ ପାହାଡ ନିକଟରୁ ଇନଫୋସିଟି ଛକ ଯାଏଁ ରାସ୍ତାରେ ପ୍ରଦର୍ଶନ ହେଉଛି ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ ଏବଂ ବିଭିନ୍ନ କ୍ରୀଡ଼ା ଓ କୌଶଳ
(୩) ନିଟ୍ ଓ ଜେଇଇ ଆଶାୟୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅନଲାଇନ କୋଚିଂ
– ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଆଶାୟୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଚିଂ
– ଜାନୁଆରୀ ୮ରୁ ୩୧ ଯାଏଁ ସକାଳ ୮.୩୦ରୁ ୧୦ଟା ଓ ଅପରାହ୍ଣ ୨.୩୦ରୁ ୩.୩୦ ଯାଏଁ ଦିଆଯିବ କୋଚିଂ
(୪) ଆଜି ବାଂଲାଦେଶରେ ନିର୍ବାଚନ
– ଚାଲିଛି ଭୋଟ୍ ଗ୍ରହଣ
– ୪୨ ହଜାର ବୁଥ୍‌ରେ ଭୋଟ ଦେଉଛନ୍ତି ୧୧୯.୬ ମିଲିୟନ ଭୋଟର
(୫) ବାଂଲାଦେଶରେ ନିର୍ବାଚନକୁ ପ୍ରମୁଖ ବିରୋଧୀ ଦଳ ବିଏନ୍‌ପିର ବିରୋଧ
– ନିର୍ବାଚନକୁ ଆଗୁଆ ବୟକଟ୍‌ କରିଛି ବିଏନ୍‌ପି
(୬) ସମ୍ବଲପୁରରେ ପୁଲିସ ଏନକାଉଣ୍ଟରରେ କୋରାପୁଟ ଲକ୍ଷ୍ମୀପୁରର ଜଣେ ଡକାୟତ ଆହତ
– ବୁର୍ଲା ସ୍ଥାନାନ୍ତର
– ଘଟଣାରେ ୧୨ ଗିରଫ
(୭) ଆଜି ଦଳୀୟ ନେତାଙ୍କ ସହ ଆଲୋଚନା କରିବେ କଂଗ୍ରେସର ନବ ନିଯୁକ୍ତ ଓଡିଶା ପ୍ରଭାରୀ ଅଜୟ କୁମାର
(୮) ଆଠଗଡ଼ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
– ରେଳମନ୍ତ୍ରୀଙ୍କ ସହ ଅଛନ୍ତି କଟକ ବିଜେପି ସଭାପତି
– କଟକର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ବିନୀ ବୈଷ୍ଣବ
(୯) ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଅଞ୍ଚଳରୁ ଗୋରୁ ବୋଝେଇ କଣ୍ଟେନର ଜବତ
– ଗାଡ଼ି ଚାଳକ ସମେତ ୩ ଅଟକ
(୧୦) କଟକ-ଭୁବନେଶ୍ୱର କମିସନରେଟ ପୁଲିସକୁ ପୁରିଲା ୧୬ ବର୍ଷ
– କଟକ ପୁଲିସ ଗ୍ରାଉଣ୍ଡରେ ପ୍ରତିଷ୍ଠା ଦିବସ ସହ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories