www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଉରକେଲା : ହଇଜାରେ ଆକ୍ରାନ୍ତ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା..

ଜଗତସିଂହପୁର : ଘର ଭିତରେ ପଶି ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା..

- Advertisement -

ଅଭିଯୁକ୍ତକୁ ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ.. ପୁଲିସ ତଦନ୍ତ ଆରମ୍ଭ..

ଚଳନ୍ତା ବାଇକ୍‌‌ରୁ ଲୁଟେରା ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌‌ ..

ପୁରୀ-କେନାଲ ରୋଡ୍‌‌ରେ ମହିଳାଙ୍କ ସୁନା ଚେନ୍‌‌ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର.. ବାଇକ୍‌‌ରେ ଯାଉଥିଲେ ଦମ୍ପତି..

ଯାଜପୁରର ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ, ଭଦ୍ରକସ୍ଥିତ ଘରେ ଛୁରା ଭୁଷିଛନ୍ତି ଦୁର୍ବୃତ୍ତ..

ଶୀତ ଚାଦରରେ ସାରା ରାଜ୍ୟ.. ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ..

ଏଏସଓ ଚୟନ ; ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନାହିଁ- ହାଇକୋର୍ଟ..

ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ..

ବିଶ୍ୱକୁ ଏକ ପରିବାର ଭାବେ ବିଶ୍ୱାସ କରେ ମହିମା ଧର୍ମ – ମୁଖ୍ୟମନ୍ତ୍ରୀ

ଡିସେମ୍ବର ୨୨ ବର୍ଷର ସବୁଠାରୁ ଛୋଟ ଦିନ..

ନକ୍ସଲ ହିଂସା.. ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତୀ ୪ ଜିଲାର ଏସପିଙ୍କୁ ଆଲର୍ଟ ନିର୍ଦ୍ଦେଶ..

କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର ଏସ୍‌‌ପିଙ୍କୁ ଆଲର୍ଟ..

ସୀମାରେ ସୁରକ୍ଷା କଡାକଡି ସହ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ..

ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories