ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ହେବ । ଏହାର ୩ୟ ଟର୍ମିନାଲ ନିର୍ମାଣ ହେବ। ରାଜ୍ୟ ସରକାର – ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହିତ ଅାଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇରୁ କାମ ଆରମ୍ଭ ହେବା ସହ ଏଥିରେ ୯୩୦କୋଟି ଟଙ୍କା ଖର୍ଚ୍ଚ ହେବାନେଇ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଏହା ସହିତ ଝାରସୁଗୁଡା ଉଡାଣ ପାଇଁ ଟେଣ୍ଡର ହୋଇଛି ଯାହା ଜାନୁୟାରୀ ସୁଦ୍ଧା ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ଏନେଇ ସୂଚନା ଦେଇଛନ୍ତି।
ନିର୍ମାଣ ହେବ ୩ୟ ଟର୍ମିନାଲ
Popular Categories



