www.samajalive.in
Saturday, December 13, 2025
26.1 C
Bhubaneswar

ଶସ୍ତା ହେଲା ରୂପା ,ଏତିକି ବଢିଲା ସୁନାଦର

ନୂଆଦିଲ୍ଲୀ – ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ଶୁଦ୍ଧ ସୁନା ଦର ଏବେ ଦିଲ୍ଲୀର ସରଫା ବଜାରରେ ୬୨,୦୨୩ ଟଙ୍କା ରହିଛି । ସୋମବାର ସନ୍ଧ୍ୟାରେ ୧୦ଗ୍ରାମ ୨୪ କ୍ୟାରେଟ୍‌ ଶୁଦ୍ଧ ସୁନାଦର ୬୧ ,୯୦୨ ଟଙ୍କା ଥିବା ବେଳେ ମଙ୍ଗଳବାରେ ଏହେ ୬୨ହଜାର୨୦୩ ଟଙ୍କାରେ ପହଞ୍ଚିଥିଲା ।

ଭାରତୀୟ ସୁନା ଗହଣା ବଜାରରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ୧୯ ଡିସେମ୍ବର ମଙ୍ଗଳବାର ସକାଳେ ସୁନା ଦର ବୃଦ୍ଧି ପାଇଥିବା ବେଳେ ରୂପା ଦର ଶସ୍ତା ହୋଇଥିଲା । ୯୯୯ ଶୁଦ୍ଧତା ଥିବା ରୂପା ଦର ୭୩୪୬୫ ଟଙ୍କାରେ ପହଞ୍ଚିଛି ।

- Advertisement -

ସେହିପରି୯୯୫ ଶୁଦ୍ଧତା ଥିବା ୨୨ କ୍ୟାରେଟ୍‌ ସୁନାଦର ୬୧୭୭୫ ଟଙ୍କା ଥିବା ବେଳେ ୯୧୬ ଶୁଦ୍ଧତା ଥିବା ୨୨ କ୍ୟାରେଟ୍‌ ସୁନାଦର ୫୬୮୧୩ ଟଙ୍କା ଥିଲା । ୭୫୦ ଶୁଦ୍ଧତା ଥିବା ୧୮ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ୪୬,୫୧୭ ଟଙ୍କା ରହିଥିଲା । ୫୮୫ ଶୁଦ୍ଧତା ଥିବା ୧୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୩୬,୨୮୩ ଟଙ୍କା ରହିଥିଲା ।

ନବବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ : ଚମକିବ ଭାଗ୍ୟ, ପର୍ସରେ ରହିବ ଟଙ୍କା..

 

ଏହି ଅଙ୍ଗ ଡେଇଁବା ଦିଏ ସରକାରୀ ଚାକିରି ଠାରୁ ଆରମ୍ଭ କରି ବିବାହର ସଙ୍କେତ

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories