www.samajalive.in
Friday, December 12, 2025
27.1 C
Bhubaneswar

କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ

ଡେସ୍କ: ନୂଆ ଓଡିଶା ସହିତ ଦକ୍ଷତା ବିକାଶ ଏବଂ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ୧୭ ଜଣ ଆଶାୟୀ ବ୍ୟକ୍ତିଙ୍କୁ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କେରଳର କୋଚିକୁ ପଠାଇଛନ୍ତି। ଏହି ବିସ୍ତୃତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭୦ ଦିନ ବ୍ୟାପି ଚାଲିବ। ଏଥିରେ ୯୦ ଦିନର ତତ୍ତ୍ବ ଭିଭିକ ନିର୍ଦ୍ଦେଶାବଳୀ ସହିତ ୧୮୦ ଦିନ ଅନ-ଜବ୍ ଟ୍ରେନିଙ୍ଗ ଅନ୍ତର୍ଭୁକ୍ତ। ଭୁବନେଶ୍ଵରରେ ବାର୍ଡ ଏକାଡେମୀର ବିଶେଷଜ୍ଞଙ୍କ ଦ୍ଵାରା ପରିଚାଳିତ ଏକ ସାକ୍ଷାତକାର ଏବଂ ବ୍ୟକ୍ତିଗତ ପରୀକ୍ଷଣ ମାଧ୍ୟମରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୧୭ ଜଣ ପ୍ରାର୍ଥୀଙ୍କୁ ବଛା ଯାଇଥିଲା।

https://youtu.be/Nv3iNFjqDJg

- Advertisement -

ଏହି ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ତାଲିମ, ରହଣି, ବୋର୍ଡିଂ ଏବଂ ଭ୍ରମଣ ସହ ଜଡିତ ସମସ୍ତ ଖର୍ଚ କୌଶଳ ବିକାଶ ବିଭାଗ ବହନ କରିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories