www.samajalive.in
Sunday, December 14, 2025
18.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କର ପରଲୋକ ..

ଦୈନିକ ଖବର କାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ..

- Advertisement -

ଏଥିସହ ପୂର୍ବରୁ ସେ ଅନେକ ପ୍ରତିଷ୍ଠିତ ଖବରକାଗଗରେ କାର୍ଯ୍ୟ କରିଛନ୍ତି..

ଦୂରଦର୍ଶନ ଏବଂ ଆକାଶବାଣୀରେ ମଧ୍ୟ କାର୍ଯ୍ୟ କରିଛନ୍ତି..

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ..

ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲା..

ସୁପ୍ରିମକୋର୍ଟଙ୍କ ବଡ ରାୟ..

ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ..

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ..

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା..

ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ..

ମୋଟ୍‌‌ ୧୭ଟି ମାଛ ମିଳିଲା, ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ..

କୃଷ୍ଣପ୍ରସାଦ : ଜମି ବାଡି ବିବାଦରୁ ବାପାପୁଅଙ୍କୁ ଏସିଡ୍‌‌ ମାଡ..

ଗ୍ୟାସ୍‌‌ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌..

ଆସିକା : ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ..

ଛତିଶଗଡ : ସୁକ୍‌‌ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର..

‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories