www.samajalive.in
Tuesday, December 9, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ତୀର୍ଥରେ ଗଲେ ୯୭୦ ବରିଷ୍ଠ ନାଗରିକ..

ସମ୍ବଲପୁର ଷ୍ଟେସନରୁ ଯାତ୍ରା କଲେ ୮ ଜିଲାର ବରିଷ୍ଠ ନାଗରିକ..

- Advertisement -

ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ମିଗ୍‌‌ଜୋମ ..

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା..

ମାଲକାନଗିରି , କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..

ବାତ୍ୟା ମିଗ୍‌‌ଜୋମ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ମୃତ..

୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନମୁନା ପ୍ରଶ୍ନପତ୍ର ସେଟ ବିତରଣ ଲାଗି ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦେଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ..

୭ଟି ବିଷୟରେ ତିଆରି ହୋଇଛି ଗୋଟିଏ ନମୁନା ପ୍ରଶ୍ନପତ୍ର ସେଟ୍..

କେନ୍ଦୁଝର ଆନନ୍ଦପୁରରେ ପୂର୍ବଶତ୍ରୁତା ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୮ ଆହତ, ଜଣେ ଗୁରୁତର..

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଡିସେମ୍ବର ୭ରେ ଶପଥ ନେବେ ରେବାନ୍ତ ରେଡ୍ଡୀ..

୨୪ ଘଣ୍ଟା କୋହଲା ପାଗ ..

କୋରାପୁଟ ଜିଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା..

୨୪ ଘଣ୍ଟାରେ ପଟାଙ୍ଗୀ ବ୍ଲକରେ ୧୦୬ ମିିମି ବର୍ଷା ରେକର୍ଡ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories