www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ବନକଲାଗି.. ସର୍ବସାଧାରଣ ଦର୍ଶନ ବନ୍ଦ..

ରସୁଲଗଡରେ ସଡକ ଦୁର୍ଘଟଣା ; ଜଣେ ମୃତ..

- Advertisement -

ସୋର : ମାଆର ମୃତଦେହକୁ ନେଇ ୨ ଭାଇଙ୍କ ମଧ୍ୟରେ ଟଣାଓଟରା..

ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗାଁରେ ଅଭାବନୀୟ ଘଟଣା..

ବଡ ପୁଅ ହତ୍ୟା ଅଭିଯୋଗ ଆଣି ଶବ ବ୍ୟବଚ୍ଛେଦ ଦାବି କରିବାରୁ ବିବାଦ..

ମାଆ ସାନ ପୁଅ ପାଖରେ ରହୁଥିବା ବେଳେ ବଡ ପୁଅ ଅଲଗା ରହୁଥିଲା..

ପୁଲିସ ତଦନ୍ତ ଆରମ୍ଭ..

ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି..

ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି..

ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେଇପାରେ..

ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା..

ଏୟାରଲିଫ୍ଟ ହେଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪୧ ଶ୍ରମିକ..

ହେଲିକପ୍ଟର ଯୋଗେ ସମସ୍ତଙ୍କୁ ଏୟାରଲିଫ୍ଟ କରାଗଲା..

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା..

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା..

ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ..

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ତହସିଲର ତସଲାଡିହି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories