www.samajalive.in
Friday, December 5, 2025
17.1 C
Bhubaneswar

ମକ୍କା ବୋଝେଇ ଟ୍ରକରେ ଲାଗିଲା ନିଆଁ , ଅଳ୍ପକେ ବର୍ତିଲେ ଚାଳକ ଓ ହେଲପର

ଲକ୍ଷ୍ମୀପୁର : ଏକ ମକ୍କା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲପର। ଉକ୍ତ ଘଟଣା ଗତ ବିଳମ୍ବିତ ରାତ୍ରିରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ମାତାଲମ୍ବା ନିକଟରେ ଘଟିଛି। ଟ୍ରକ୍ ଟି ମକ୍କା ବୋଝେଇ କରି ଲକ୍ଷ୍ମୀପୁର ପଟୁ ବିଜୟନଗରମ ଯାଉଥିବା ବେଳେ ଲକ୍ଷ୍ମୀପୁର ନିକଟସ୍ଥ ମାତାଲମ୍ବା ନିକଟରେ ହଠାତ୍ ଟ୍ରକର ସମ୍ମୁଖ ଭାଗରେ ନିଆଁ ଲାଗି ଯାଇଥିଲା।
ତେବେ ଖବର ପାଇ ଲକ୍ଷ୍ମୀପୁରରୁ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତ୍ୟୁ ମୁଖରୁ ଚାଳକ ବର୍ତ୍ତି ଯାଇଥିବା ବେଳେ ମକ୍କା ଗୁଡ଼ିକର କୌଣସି କ୍ଷତି ହୋଇନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories