www.samajalive.in
Saturday, December 13, 2025
26.1 C
Bhubaneswar

ଚୋରା କାଠ ଗାଡିରୁ ବଟି ଆଦାୟ, ପୁଲିସ କର୍ମଚାରୀଙ୍କ ବଦଳି

କେଶଦୁରାପାଳ: ଚୋରା କାଠ ଗାଡିରୁ ବଟିଆଦାୟ କରି ସାଇଁକୂଳ ପୁଲିସ ଚାଳକଙ୍କ ଏସପି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି। ସାଇଁ କୁଳ କାଠ ମିଲରୁ ଏକ ଚୋରା କାଠ ବୋଝୋଇ ଗାଡି ଗୁରୁବାର ରାତି ରାଇରଙ୍ଗପୁରକୁ ଯାଉଥିବା ବେଳେ ହସନପୁର ଟୋଲ ଗେଟ ନିକଟରେ କିଛି ଯୁବକ ଗୋରୁ ଚାଲାଣ କରାଯାଉଥିବା ସଂଦେହରେ ଗାଡିକୁ ଅଟକାଇଥିଲେ। ହେଲେ ପରେ ଜଣାପଡିଥିଲା ଏ ସବୁ ଚୋରାକାଠ ବୋଲି ଏ ସଂପର୍କରେ ନିକଟସ୍ଥ ପୋଲିସ ଖବର ଦେଇଥିଲେ। ହେଲେ ଗାଡିକୁ ଧରିବା ପରିବର୍ତ୍ତେ ଜନୈକ ପୁଲିସ ଚାଳକ ପହଂଚି ଗାଡିକୁ ରଫା ଦଫା କରି ଦେଇଥିଲେ। ଏସଂର୍କରେ ଜଣାପଡିବା ପରେ ଉକ୍ତ ପୁଲିସ ଅଧିକାରୀ ଲିପୁନ କୁମାର ନାଥଙ୍କର ଏସ୍‌ ପି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories