www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ମହିଳା ଦଳର ନାଗାଲାଣ୍ଡ ଗସ୍ତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ମହିଳା ଦଳ ନାଗାଲାଣ୍ଡ ଗସ୍ତ କରିଛନ୍ତି। ନାଗାଲାଣ୍ଡ ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିିତାରେ ଭାଗ ନେବା ପାଇଁ ଏହି ଦଳ ଗସ୍ତ କରିଛନ୍ତି । ଏଥିରେ ବାଲିଗୁଡା ଆଦିବାସୀ କଲେଜର ଇକଲିସିୟା ଶିଳ୍ପା ଦିଗାଲ ଓ ତେଜେଶ୍ଵନୀ ଦିଗାଲ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ପ୍ରୀତ ପ୍ରତୀକ୍ଷା ପାଇକରାୟ ରହିଥିବା ବେଳେ ମ୍ୟାନେଜର ଏବଂ କୋଚ ଭାବେ ରାୟଗଡା କଲେଜର ଡେମନଷ୍ଟେଟର ରାଜେଶ କୁମାର ବେହେରା ଏହି ଦଳରେ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କ୍ରୀଡା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ ସେଠୀ, ରାଜେଶ ମହାନ୍ତି, ପ୍ରଫେସର ସୁବାଷ ଚନ୍ଦ୍ର ପରିଡ଼ା, ପ୍ରଦୀପ କୁମାର ନାୟକ, ଦୀପକ ତିବରବାଲା, ସୁନିତା ପାତ୍ର ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories