www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଘୋଷଣା – ‘ନିଃସଙ୍ଗତା’ ଏବେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା

ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ‘ନିଃସଙ୍ଗତା’କୁ ଏବେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରିଛି। ଆମେରିକାର ସର୍ଜନ ଜେନେରାଲ ଡଃ ବିବେକ ମୁର୍ତ୍ତୀଙ୍କ ନେତୃତ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ସମସ୍ୟା ଉପରେ ଏକ ଆନ୍ତର୍ଜାତୀୟ ଆୟୋଗ ଗଠନ କରିଛି। ଏହି ଆୟୋଗ ତିନି ବର୍ଷ ଧରି ଚାଲିବ।

ଏ ବିଷୟରେ ଡଃ ମୁର୍ତ୍ତୀ କହିଛନ୍ତି ଯେ ନିଃସଙ୍ଗତା ଯୋଗୁ ଘଟୁଥିବା ମୃତ୍ୟୁହାର ଦିନକୁ ୧୫ଟି ସିଗାରେଟ ଟାଣିବା ସହିତ ସମାନ। ସେ କହିଛନ୍ତି ଯେ ସାରା ବିଶ୍ୱରେ ୪ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ସାମାଜିକ ବିଚ୍ଛିନ୍ନତା ମଧ୍ୟରେ ଗତି କରୁଛନ୍ତି।

- Advertisement -

https://www.who.int/news/item/15-11-2023-who-launches-commission-to-foster-social-connection

କୋଭିଡ-୧୯ ମହାମାରୀର ପ୍ରଭାବ ଯୋଗୁ ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପ ବନ୍ଦ ହେବା ପରେ ନିଃସଙ୍ଗତାର ସ୍ତର ବୃଦ୍ଧି ପାଇଛି ଏବଂ ଏହି ପ୍ରସଙ୍ଗର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି ପାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories