www.samajalive.in
Sunday, December 14, 2025
26.1 C
Bhubaneswar

ଉଦୟପୁରରେ କାଳୀ ପୂଜା

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଠାରେ ଆଜକୁ ତିନି ଦିନ ହେଲା କାଳୀ ପୂଜା ଧୂମଧାମରେ ପାଳିତ ହେଉଛି। ଗ୍ରାମାଞ୍ଚଳ ହୋଇଥିବାରୁ ଗ୍ରାମର ଲୋକ ମାନେ ପୂଜା ଦେଖିବା ସହିତ ମେଲୋଡିର ମଜା ନେଉଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଲୋକ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଗତ କିଛି ବର୍ଷ ହେଲା ଉଦୟପୁର ଗ୍ରାମର କିଛି ଉଦୀୟମାନ ଯୁବକ ମା’ କାଳୀ ପୂଜା କମିଟି ନାମରେ ଏକ କମିଟି ଗଠନ କରି ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବାରୁ ପୁଜାରେ ବେଶ୍  ଜନ ସମାଗମ ହୋଇ ପାରୁଛି । ପ୍ରବୀର ରାଉତ, ରିପୁନ ବିଶ୍ଵାଳ, ସୁଚିତ୍ରା ସିଂହ, ଶମ୍ଭୁ ନାଥ ସାହୁ, ଧର୍ମାନନ୍ଦ ସାହୁ ପ୍ରମୁଖ କମିଟି ର ସଦସ୍ୟ ମାନେ ପୁଜା ଓ ମେଲୋଡିକୁ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories