www.samajalive.in
Saturday, December 13, 2025
26.1 C
Bhubaneswar

୧୫ରେ ବାଇଡେନ-ଜିନପିଙ୍ଗ ସାକ୍ଷାତ ଆଲୋଚନା

ୱାଂଶିଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଆସନ୍ତା ୧୫ରେ ସାକ୍ଷାତ ଆଲୋଚନା କରିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି କାଲିଫର୍ଣ୍ଣିଆରେ ଜୋ ବାଇଡେନ ବୁଧବାର ଦିନ ଗୋଟିଏ ବର୍ଷରେ ପ୍ରଥମ ଥର ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ସାକ୍ଷାତ କରିବେ। ବାଣିଜ୍ୟ, ତାଇୱାନ ପ୍ରସଙ୍ଗ ଏବଂ ବିଶ୍ବର ଦୁଇ ବୃହତ ଅର୍ଥନୀତିର ନେତାଙ୍କ ମଧ୍ୟରେ ଆମେରିକାର-ଚୀନ୍ ସମ୍ପର୍କ ବିଷୟରେ ଆଲୋଚନା ହେବ।

ଏହି ସାକ୍ଷାତ ଆଲୋଚନାକୁ ବିଶ୍ୱର ଦୁଇ ମହାଶକ୍ତିଙ୍କ ମଧ୍ୟ ବିବାଦ କମ୍ କରିବା ଉଦ୍ଦେଶ୍ୟରେ ଉଚ୍ଚସ୍ତରୀୟ କୂଟନୀତିର ଏକ ଅଂଶ ବୋଲି ମନେ କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories