ଖସୁଛି ପାରଦ ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ପାରଦ ଖସିବା ସହ ଅନୁଭୂତ ହେଲାଣି ଶୀତ। ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସିମିଳିଗୁଡା ୧୧.୧, କୋରାପୁଟ ୧୧.୬, କେନ୍ଦୁଝର ୧୨.୮, ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩, କିରେଇ ୧୩.୭ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.