www.samajalive.in
Friday, December 12, 2025
16.1 C
Bhubaneswar

ଏସବୁ ଖାଦ୍ୟକୁ ଏକାଠି ଖାଇବା ଅମୃତ ସମାନ..

ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଏକତ୍ରିତ ଖାଇବା ଅମୃତ ସମାନ ବୋଲି ବିଶେଷଜ୍ଞଙ୍କ ମତ। ଏସବୁ ଖାଦ୍ୟକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ। ଜାଣନ୍ତୁ..
ଦହି ସହ ଭାତକୁ ଏକାଠି ଖାଇବା ଅମୃତ ସମାନ ବୋଲି କୁହାଯାଏ। ବିଶେଷ କରି ପେଟ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ ଉପକାରୀ।
ତରଭୂଜ ସହ ଗୁଡ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତରଭୂଜ ଓ ଗୁଡକୁ ଏକାଠି ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ।

ଯେଉଁମାନେ ଦୁର୍ବଳ ଏବଂ ଓଜନ ବୃଦ୍ଧି ପାଇଁ ସେମାନେ କ୍ଷୀର ସହ ଖଜୁରି ନିଶ୍ଚୟ ସେବନ କରନ୍ତୁ। ଏହା ମାଂସପେଶୀକୁ ମଜଭୂତ କରିବା ସହ ଓଜନ ମଧ୍ୟ ବୃଦ୍ଧି କରିଥାଏ।
କଦଳୀ ଓ ଗୁଜୁରାତିକୁ ଏକାଠି ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଏହାକୁ ଏକାଠି ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
ଖରଭୂଜ ସହ ଚିନି ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ଶକ୍ତି ମିଳିଥାଏ। ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories