www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ କି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ..

ସମୁଦ୍ର ଠାରୁ ଉତ୍ପନ ସମସ୍ତ ଅମୂଲ୍ୟ ରତ୍ନ ଯେପରି ଶଙ୍ଖ, ମୋତି, କଉଡ଼ି ଆଦିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀ ଅଟନ୍ତି। କଉଡ଼ି ଏପରି ଏକ ମୂଲ୍ୟବାନ ସମ୍ପଦ ଯାହା ଧନ ସହ ସମାନ। ତେଣୁ ଏହାକୁ ପୂଜା କକ୍ଷରେ ରଖି ପୂଜା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ କି ଉପାୟ କରିବା ଦ୍ୱାରା ମା’ଙ୍କ କୃପା ମିଳିଥାଏ …
ମେଷ – ଚନ୍ଦନରେ ନିଜ ଆଲମୀରାରେ ‘ଶ୍ରୀ’ ଲେଖନ୍ତୁ।
ବୃଷ – ମା’ଲକ୍ଷ୍ମୀଙ୍କ ନିକଟରେ ଦହି ଓ ଚିନି ଭୋଗ କରି, ସେହି ଭୋଗକୁ ଖାଆନ୍ତୁ।
ମିଥୁନ – ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କର୍କଟ – ଧଳା ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ।
ସିଂହ – କୌଣସି ଅସହାୟ ଲୋକଙ୍କୁ ରେଶମୀ ପୋଷାକ ଦାନ ଦିଅନ୍ତୁ।
କନ୍ୟା – ଅତର ବ୍ୟବହାର କରନ୍ତୁ।
ତୁଳା – ମୁଲତାନି ମାଟିର ବ୍ୟବହାର କରନ୍ତୁ।

ବିଛା – ଶୋଇବା କକ୍ଷରେ କର୍ପୂର ଜଳାନ୍ତୁ।
ଧନୁ – ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ।
ମକର – ନାଭିରେ ଅତର ଲଗାନ୍ତୁ।
କୁମ୍ଭ – ମା’ଲକ୍ଷ୍ମୀଙ୍କ ମନ୍ଦିରରେ ଅଟା ଦାନ କରନ୍ତୁ।
ମୀନ – ଧଳା ଗାଈଙ୍କୁ ମିଠା ଭାତ ଖାଇବାକୁ ଦିଅନ୍ତୁ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories