www.samajalive.in
Friday, December 12, 2025
14.1 C
Bhubaneswar

କଳିଙ୍ଗ ଷ୍ଟାଡିୟମରେ ୧୯୭୫ ବିଶ୍ୱକପ ବିଜେତା ଭାରତୀୟ ହକି ଦଳ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ୧୯୭୫ ବିଶ୍ୱ ଚାମ୍ପିୟନ ଭାରତୀୟ ହକି ଦଳର ଖେଳାଳିମାନେ ବିଶ୍ୱ ବିଜୟ ସମୟରେ ଅନୁଭବ କହିଥିଲେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଅଜିତ ପାଲ ସିଂହ ବର୍ତ୍ତମାନର ଭାରତୀୟ ଦଳକୁ ଶୁଭକାମନା ଜଣାଇଥିଲେ। ଅଜିତପାଲ ଷ୍ଟାଡିୟମରେ ଥିବା ଦର୍ଶକମାନଙ୍କୁ ପଚାରିଥିଲେ ହକି ପାଇଁ ଆପଣମାନଙ୍କ ହୃଦୟ ଧକ ଧକ କରୁଛି? ଅଜିତପାଲଙ୍କ ଭାଷଣକୁ ଦର୍ଶକମାନେ ଖୁବ ଉପଭୋଗ କରିଥିଲେ। ଅଶୋକ ଦିବାନ, ଅଶଲମ ସେର ଖାନ ଆଦି ବରିଷ୍ଠ ଖେଳାଳି ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories