www.samajalive.in
Friday, December 12, 2025
15.1 C
Bhubaneswar

ହକି ବିଶ୍ୱକପ୍‌ର ଉଦଘାଟନୀ ସନ୍ଧ୍ୟାରେ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟାଭିନୟ ପରିବେଷଣ

ଭୁବନେଶ୍ୱର .- ହକି ବିଶ୍ୱକପର୍‌ ଉଦଘାଟନୀ ସନ୍ଧ୍ୟାରେ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଶୀତୁଆ ସନ୍ଧ୍ୟାରେ ମାଧୁରୀଙ୍କର ନୃତ୍ୟ ସାଙ୍ଗକୁ ଭଏସ୍‌ ଓଭର୍‌ ଦର୍ଶକଙ୍କ ମନରେ ଉଷ୍ମତା ଆଣିଦେଇଥିଲା । ଦର୍ଶକମାନେ ମନଭରି ଏହି ଧକ୍‌ ଧକ୍‌ ଗର୍ଲଙ୍କର ନୃତ୍ୟକୁ ଉପଭୋଗ କରିଥିଲେ । ସୃଷ୍ଟିର ରହସ୍ୟ ସହ  ମା’ ଦୂର୍ଗାଙ୍କର ବିଭିନ୍ନ ସ୍ବରୂପ ଓ ପଞ୍ଚଭୂତ ବିଷୟରେ ମାଧୁରୀ ନିଜ ନୃତ୍ୟମାଧ୍ୟମରେ  ଉପସ୍ଥାପନା କରିଥିଲେ ।  ସଙ୍ଗୀତର ତାଳେ ତାଳେ ଆଲୋକ ଓ ଲେଜର ସୋ’ର ପ୍ରଦର୍ଶନ ବେଶ ଚିତ୍ତାର୍କଷକ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories