ନୂଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟ୍। ଆଜି ଅହମ୍ମଦାବାଦରେ ଭାରତ-ପାକିସ୍ତାନ ଟକ୍କର। ଟସ୍ ଜିତି ଭାରତ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି। ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଇଶାନ କିଶାନଙ୍କ ସ୍ଥାନରେ ଶୁବମନ ଗିଲ୍ ଖେଳିବେ। ଆଜି ରୋହିତ ଶର୍ମା, ଶୁବମନ ଗିିଲ୍, ବିରାଟ କୋହଲି, ରାହୁଲ, ପାଣ୍ଡ୍ୟା, ଜାଡେଜା, ଶାର୍ଦ୍ଦୁଲ, କୁଳଦୀପ, ବୁମରା, ଶ୍ରେୟସ ଆୟର, ମହମ୍ମଦ ସିରାଜ ଖେଳିବେ।
Popular Categories



