www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ବନାମ ପାକିସ୍ତାନ – ଟସ୍‌ ଗୁରୁତ୍ବପୂର୍ଣ୍ଣ, ରନ୍‌ ଚେଜ୍‌କୁ ସୁହାଇପାରେ

ଅହମ୍ମଦାବାଦ୍‌: ପଛ ବ୍ୟାଟିଂକୁ ସୁହାଇପାରେ ପିଚ୍‌ : ଅହମ୍ମଦାବାଦ୍‌ର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ ପିଚ୍‌ ସ୍ପିନ ଅପେକ୍ଷା ଦ୍ରୁତ ବୋଲିଂକୁ ସୁହାଇବା ନେଇ ଆଶା କରାଯାଉଛି। ବିଶେଷ କରି ପଛରେ ବ୍ୟାଟିଂ କରିବା ଦଳକୁ ଫାଇଦା ମିଳିବାର ସମ୍ଭାବନା ରହିଛି। ଏଠାରେ ୫ରେ ଉଦ୍‌ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ୨୮୨ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ୮୨ଟି ବଲ ବାକିଥାଇ ବିଜୟ ହାସଲ କରିନେଇଥିଲା। ଦ୍ବିତୀୟ ଇନିଂସରେ କାକର ପ୍ରଭାବ ରହୁଥିବାରୁ ସ୍ପିନରମାନଙ୍କୁ ବିଶେଷ ଫାଇଦା ମିଳିବାର ସମ୍ଭାବନା କମ୍‌ ରହିଛି। ଏହଇ ଦୃଷ୍ଟିରୁ ଦୁଇ ଦଳ ଦ୍ରୁତ ବୋଲିଂକୁ ଗୁରୁ୍ତ୍ବ ଦେଇ ମ୍ୟାଚ ଖେଳିପାରନ୍ତି ବୋଲି ଆଶା କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories