www.samajalive.in
Thursday, December 11, 2025
18.1 C
Bhubaneswar

କ୍ଲଷ୍ଟର-୨ ବାସ୍କେଟବଲ: ମଦର୍ସ, ଓଡିଏମ୍‌ ବିଜୟୀ

କଟକ: ବାରବାଟୀ ଷ୍ଟାଡ଼ିୟମସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଚାଲିଥିବା ବାସ୍କେଟବଲ କ୍ଲଷ୍ଟର-୨ ପ୍ରତିଯୋଗିତାର ଶୁକ୍ରବାର ବାଳକ ଓ ବାଳିକା ବିଭାଗ ମ୍ୟାଚ ଖେଳାଯରାଇଥିଲା। ବାଳକ ବିଭାଗରେ ଏମ୍‌ଜିଏମ୍‌ ରାୟପୁର ୨୫-୧୮ରେ ଏନ୍‌ଏଚ୍‌ ଗୋୟାଲ ସ୍କୁଲକୁ ପରାସ୍ତ କରିଥିବାବେଳେ ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ କଟକ ୨୫-୨୬ରେ ସେଣ୍ଟ ଜାଭିୟର୍ସ ବାରବାଟୀ ନିକଟରୁ ପରାଜିତ ହୋଇଛି। ଏସ୍‌ବିଡି ଇଣ୍ଟରନ୍ୟାସନାଲ ସ୍କୁଲ ଭଦ୍ରକ ୧୪-୧୩ରେ ବିକାଶ ରେସିଡେଣ୍ଟସିଆଲ ସ୍କୁଲ ଖୋର୍ଦ୍ଧାକୁ, ଓଡିଏମ୍‌ ପବ୍ଲିକ ସ୍କୁଲ ଭୁବନେଶ୍ବର ୨୧-୭ରେ ଓଡିଏମ୍‌ ଗ୍ଲୋବାଲ ସ୍କୁଲ ଚନ୍ଦକାକୁ ପରାସ୍ତ କରିଛି। ବାଳିକାରେ ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ବର ୧୦-୨ରେ ଜିଡିଏମ୍‌ ଗ୍ଲୋବାଲ ସ୍କୁଲ ଭୁବନେଶ୍ବରକୁ, ବିକାଶ ଏକାଡେମୀ ସମ୍ବଲପୁର ୭-୩ରେ ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ କଟକକୁ ପରାସ୍ତ କରିଛି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories