www.samajalive.in
Sunday, December 14, 2025
23.1 C
Bhubaneswar

ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ, ୨୦୨୮ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟ

ମୁମ୍ବଇ : ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌‌ ।  ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌‌ ସାମିଲ ହେବ। ଆନ୍ତର୍ଜାତିକ ଅଲିମ୍ପିକ୍‌‌ କମିଟି ଏକ୍‌‌ଜିକ୍ୟୁଟିଭ୍‌‌ ବୋର୍ଡ୍‌‌ ଏଥିପାଇଁ ଲସ୍‌‌ଆଞ୍ଜେଲ୍ସ ଗେମ୍ସ ଆୟୋଜକମାନଙ୍କର ପ୍ରସ୍ତାବକୁ ଅନୁମୋଦନ କରିଛି । ସେଥିରେ ଟି-୨୦ ଫର୍ମାଟ୍‌‌ର କ୍ରିକେଟ୍‌‌ ଖେଳାଯିବ।

କ୍ରିକେଟ୍‌‌ ବ୍ୟତୀତ ବେସ ବଲ୍‌‌, ସପ୍ଟ ବଲ୍‌‌, ଫ୍ଲାଗ୍‌‌ ଫୁଟବଲ୍‌‌, ଲାକ୍ରୋସ୍‌‌ ସିକ୍‌‌ସେସ୍‌‌ ଓ ସ୍କ୍ୱାସ୍‌‌କୁ ମଧ୍ୟ ଅଲିମ୍ପିକ୍‌‌ କମିଟି ଏକଜିକ୍ୟୁଟିଭ୍‌‌ ବୋର୍ଡ ଅନୁମୋଦନ କରିଛି । ବୋର୍ଡର ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ବୋର୍ଡ ସଭାପତି ଥୋମାସ୍‌‌ ବାର୍ଚ ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଆନ୍ତର୍ଜାତିକ ଅଲିମ୍ପିକ୍‌‌ କମିଟି ଅଧିବେଶନରେ ଆସନ୍ତା ରବିବାର ଦିନ ଏହି ପ୍ରସ୍ତାବ ଉପରେ ମତଦାନ
ହେବ । ସେହି ଅଧିବେଶନ ମଧ୍ୟ ମୁମ୍ବଇରେ ଅନୁଷ୍ଠିତ ହେବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories