www.samajalive.in
Sunday, December 14, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପତ୍ନୀହନ୍ତାକୁ ଆଜୀବନ ଜେଲ୍‌.. ଦୋଷୀ ସୁବାସ ନାୟକକୁ ଦଣ୍ଡାଦେଶ ଦେଲେ ସେସନ୍ସ ଜଜ୍‌.. ୨୦୧୯ରେ ଆର.ଉଦୟଗିରି ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ..

ବାଙ୍ଗିରିପୋଷି  ଦୁଆରଶୁଣି ଘାଟିରେ ଟ୍ରକ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ..

- Advertisement -

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି.. ୨୪ ଘଣ୍ଟାରେ ଲଘୁଚାପ.. ୩୦ରୁ ଅକ୍ଟୋବର ୩ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା..

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା.. ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍‌କୁ ହସ୍ତାନ୍ତର..

ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବତୀଙ୍କୁ ନଦୀରୁ ଉଦ୍ଧାର କଲେ ଯୋବ୍ରା ପାର୍କ କର୍ମଚାରୀ.. ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଭୟଙ୍କୁ ଦଉଡି ଓ ସିଡ଼ି ଯୋଗେ ପୋଲ ଉପରକୁ ଅଣାଗଲା..

ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌‌ ୯୮ ବର୍ଷ ବୟସରେ ପରଲୋକ..

ରାଜ୍ୟରେ ୨୯ରୁ ଉପକୂଳ ଓ ଦକ୍ଷିଣରେ ବଢ଼ିବ ବର୍ଷା..

ପଟ୍ଟାମୁଣ୍ଡାଇ : ଜଣେ ଘରୋଇ ଫାଇନାନ୍ସ କର୍ମଚାରୀ ନିଖୋଜ.. କେହି ଅପହରଣ କରିଥିବା ନେଇ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଏତଲା..

ରାୟଗଡା : ଘର ବାହାରେ ଥିବା ୧୨ଟି ବାଇକ୍‌‌ ପୋଡି ଦେଲେ ଦୁର୍ବୃତ୍ତ..

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ..

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories