www.samajalive.in
Sunday, December 14, 2025
19.1 C
Bhubaneswar

ରୋଷେଇ ଘରେ ଏସବୁ ଜିନିଷ ଓଲଟାଇ ରଖୁଥିଲେ..

ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଜିନିଷ ପାଇଁ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ସେହିଭଳି ରୋଷେଇ ଘରର ବାସନକୁ ନେଇ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ବର୍ଣ୍ଣନା କରାଯାଇଛି। ଏଥିପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଅନେକ ସମୟରେ ଦେଖିଥିବେ କିଛି ବାସନକୁ ଓଲଟାଇ ରଖାଯାଇଥାଏ। ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ବାସନକୁ ଆଦୌ ଓଲଟାଇ ରଖିବା ଉଚିତ୍‌‌ ନୁହେଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ତାୱାକୁ ରୁଟି ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତାୱାକୁ କଦାପି ଓଲଟାଇ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଫଳରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ବିଭିନ୍ନ ଛଣାଛଣି କିମ୍ବା ତରକାରୀ ପ୍ରସ୍ତୁତ ପାଇଁ କଡେଇର ବ୍ୟବହାର କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, କଡେଇକୁ କଦାପି ଓଲଟାଇ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତିି ପ୍ରବେଶ ହୋଇଥାଏ।
ତାୱା,କଡେଇକୁ ବ୍ୟବହାର କରିବା ପରେ ଏହାକୁ ସେପରି ରଖନ୍ତୁ ନାହିଁ। ତୁରନ୍ତ ଏହାକୁ ସଫା କରି ରଖନ୍ତୁ।
ପିତ୍ତଳ, ତମ୍ବା, ଷ୍ଟିଲ୍‌‌ ଭଳି ରୋଷେଇ ସାମଗ୍ରୀକୁ ସର୍ବଦା ରୋଷେଇ ଘରର ପଶ୍ଚିମ ଦିଗରେ ରଖନ୍ତୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories