www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନରେ ମିଛ ଖବର ନିୟନ୍ତ୍ରଣ କରିବ ଫେସ୍‍ବୁକ୍‍

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମିଛ ଖବର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଫେସ୍‍ବୁକ୍‍କୁ ସ୍ୱାଧୀନ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ପ୍ରତ୍ୟେକ ଖବରର ସତ୍ୟତା ପରଖିବ ବୋଲି ଜୟପୁରଠାରେ ଭାରତ ଓ ଦକ୍ଷିଣ ଏସିଆ ପାଇଁ ନିଯୁକ୍ତ ଫେସ୍‍ବୁକ୍‍ର ସାଧାରଣ ନୀତି ନିର୍ଦ୍ଧାରଣ ନିର୍ଦେଶକ ଶିବନାଥ ଥୁକ୍‍ରଲ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ନିର୍ବାଚନକୁ ପ୍ରଭାବିତ କଲାଭଳି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ମିଛ ଖବର ତଥା ସୂଚନା ନିୟନ୍ତ୍ରଣ କରିବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିବା ସେ କହିଛନ୍ତି। ମିଛ ଖବର ପ୍ରଚାର ପଛରେ ରହିଥିବା ଶକ୍ତିଙ୍କୁ ମଧ୍ୟ ଏହା ଠାବ କରିବ ବୋଲି ଶିବନାଥ କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories