www.samajalive.in
Friday, December 12, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜଧାନୀ ଭୁବନେଶ୍ବରରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ.. ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତି ସମେତ ୪ ଗିରଫ.. ଜଣେ ଲେଡି ଡନ, ତାଙ୍କ ସ୍ବାମୀ ଓ ୨ ସହଯୋଗୀ ଗିରଫ..

ଭିଜିଲାନ୍ସ ଜାଲରେ ଏଏସଓ ସୌମ୍ୟରଞ୍ଜନ ଦାଶ.. ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ.. ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ..

- Advertisement -

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗୃହବନ୍ଦୀ ଆବେଦନ ଖାରଜ, ଜେଲରେ ରହିବେ..

ରାୟଗଡା ଡିଏଫଓ ବିଜୟ କୁମାର ପରିଡା ନିଲମ୍ବିତ.. ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ..

ଫ୍ରିଜ୍ ହେବ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ.. କଲିକତାର ଦୁଇଟି ଆକାଉଣ୍ଟ ପ୍ରିଜ୍ ପାଇଁ କମିଶନରେଟ ପୁଲିସର ଚିଠି..

ବିଜେଡି ଉପସଭାପତି ପଦରୁ ସୌମ୍ୟ ପଟ୍ଟନାୟକ ବହିଷ୍କୃତ.. ଉପସଭାପତି ପଦରୁ ହଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ..

ଡେଙ୍ଗୁ ବଢିନି, ସ୍ଥିର ଅବସ୍ଥାରେ ଅଛି.. ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା.. ଭୁବନେଶ୍ୱରରେ ଦୈନିକ ୮୦ ରୁ ୧୦୦ ଡେଙ୍ଗୁ ରୋଗୀ ଚିହ୍ନଟ..

ଭୁବନେଶ୍ୱର : ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା.. ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ.. ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ..

ମରକ୍କୋ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୨୮୦୦ ଟପିଲା..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories