www.samajalive.in
Saturday, December 13, 2025
26.1 C
Bhubaneswar

ସକାଳ ୯ଟା ମୁଖ୍ୟ ଖବର

(୧) ୨ ହଜାର ଟପିଲା ଆଫ୍ରିକୀୟ ଦେଶ ମରକ୍କୋରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା
– ୨ ହଜାରରୁ ଅଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ
– ମରକ୍କୋରେ ଭୂମିକମ୍ପ – ଯୁଦ୍ଧକାଳୀନ ଭାବେ ଚାଲିଛି ଉଦ୍ଧାର କାର୍ଯ୍ୟ
– ଏବେ ମଧ୍ୟ ଭଙ୍ଗାକୋଠା ତଳେ ଫଶି ରହିଛନ୍ତି ଅନେକ ଲୋକ
– ମରକ୍କୋ ସରକାରଙ୍କ ପକ୍ଷରୁ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ
(୨) ଆଜି ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ
– ରାଜଘାଟରେ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜି-୨୦ ନେତା
– ଆଜି ବୃକ୍ଷରୋପଣ କରିବେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱ ନେତା
(୩) ଆଜି ଅପରାହ୍ନ ୩ଟାରେ କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚ
– ବର୍ଷା ହେଲେ ରିଜର୍ଭ ଡେ’ରେ ହେବ ମ୍ୟାଚ
(୪) ତୃତୀୟ କକ୍ଷପଥ ପାର କଲା ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ ଏଲ୧
– ଏବେ ପୃଥିବୀ ଚାରିପଟେ ଚୁତର୍ଥ କକ୍ଷପକ୍ଷରେ ପରିଭ୍ରମଣ କରୁଛି ଆଦିତ୍ୟ ଏଲ୧
– ପୃଥିବୀଠୁ ୨୯୬ରୁ ୭୧ ହଜାର ୭୬୭ କିଲୋମିଟର ଦୂରତାରେ କକ୍ଷପଥରେ ଆଦିତ୍ୟ ଏଲ ୧
– ଆସନ୍ତା ୧୫ରେ ପରିବର୍ତ୍ତନ କରିବ ଚତୁର୍ଥ କକ୍ଷପଥ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories