ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକ ପରୀକ୍ଷା.. ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ଼..
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ଆନ୍ଦୋଳନ ମାସେ ସ୍ଥଗିତ.. ମାସେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ରାଜ୍ୟ ସଭାପତିଙ୍କ ସୂଚନା..
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ.. ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୨୭ରୁ ୧୦ଟା୪୨ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ହେବ ନବାନ୍ନଲାଗି..
ରାଜଧାନୀରେ ପ୍ରବଳ ବର୍ଷା.. ୧୮ ଜିଲାକୁ ସତର୍କ ସୂଚନା ଜାରି..
ଉଦୟନିଧି ଷ୍ଟାଲିନଙ୍କ ପରେ ସନାତନ ଧର୍ମ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଲେ ଡିଏମକେ ନେତା ଏ ରାଜା.. କହିଲେ, ଏଚଆଇଭି ଓ କୁଷ୍ଠ ଭଳି ସନାତନ ଧର୍ମ ଗୋଟିଏ ସମାଜିକ ବ୍ୟାଧି..
ପୃଥିବୀ ଓ ଚନ୍ଦ୍ରର ଚମତ୍କାର ଫଟୋ ଉଠାଇଲା ‘ଆଦିତ୍ୟ-ଏଲ୧’.. ଫଟୋ ଶେୟାର କଲା ଇସ୍ରୋ..
ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା.. ଗତ ୨୪ ଘଣ୍ଟାରେ କୋରାପୁଟର ସିମିଳିଗୁଡାରେ ସର୍ବାଧିକ ବର୍ଷା ରେକର୍ଡ.. ସିମିଳିଗୁଡାରେ ୨୪ ଘଣ୍ଟାରେ ସର୍ବାଧିକ ୧୫୮ ମିିମି ବର୍ଷା ରେକର୍ଡ.. ରାଜ୍ୟର ଅନ୍ୟ ୯ଟି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ..
ଭବାନୀପାଟଣା : କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ.. ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ.. ଛୁରାମାଡ କରିଥିବା କେସିଙ୍ଗା ଗାଁର ୩ ଯୁବକ ଥାନାରେ ଅଟକ..
ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ.. ଅବକାରୀ ଏଏସଆଇ ସୁଦୀପ୍ତ ଦାଶଙ୍କ ଘରେ ଚଢାଉ.. ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ..
ଭୁବନେଶ୍ୱରରେ ଆଜି ମାଗଣାରେ ଇ-ବସ୍ ଓ ଇ-ରିକ୍ସା ସେବା.. କ୍ରୁଟ୍ର ଇ-ବସ୍ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ..



