www.samajalive.in
Sunday, December 14, 2025
26.1 C
Bhubaneswar

ଜନ୍ମାଷ୍ଟମୀକୁ ଦୃଷ୍ଟୀରେ ରଖି ପୁଲିସର ଫ୍ଳାଗମାର୍ଚ୍ଚ ସହ କଡାକଡି ଯାଞ୍ଚ

ଜି.ଉଦୟଗିରି: ବୁଧବାର ଦିନ ଚାରିଆଡେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବା ବେଳେ ସୂରକ୍ଷା ଦୃଷ୍ଟିରୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପୁଲିସ ପକ୍ଷରୁ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ପ୍ଳାଟୁନ ପୁଲିସ ଫୋର୍ସ ସହରରେ ଫ୍ଳାଗମାର୍ଚ୍ଚ କରିଥିବା ବେଳେ ସହରର ବନ୍ଧ ଛକରେ ଗାଡିମଟର କଡାକଡି ଭାବେ ଯାଞ୍ଚ କରାଯାଉଥିଲା। ପ୍ରକାଶ ଥାଉକି ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଏହି ପର୍ବକୁ ପାଳନ କରିବା ସହ ଲୋକଙ୍କ ସୁରକ୍ଷା ଦୃଷ୍ଟୀରୁ ସେବେଠାରୁ ଜନ୍ମାଷ୍ଟମୀ ପାଳନ ପୂର୍ବରୁ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories