www.samajalive.in
Wednesday, December 10, 2025
23.1 C
Bhubaneswar

ରକ୍ତଦାନ ଶିବିରରେ ୬୪ ୟୁନିଟ ସଂଗ୍ରହ

ସମ୍ବଲପୁର: ଖଡୁରା ସମାଜ ସମ୍ବଲପୁର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ପୁର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଛନ୍ତି। ବୁର୍ଲା ରକ୍ତଭଣ୍ଡାରର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହଯୋଗରେ ସମୁଦାୟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉତ୍କଳ ଖଡୁରା ସମାଜର ଯୁଗ୍ମ ସମ୍ପାଦକ ନଳକୃଷ୍ଣ ନାୟକ, ରବିନ୍ଦ୍ର କୁମାର ସୁବୁଦ୍ଧି, ସମ୍ବଲପୁର ସଭାପତି ବିଦେଶୀ ନାୟକ, ଉପ ସଭାପତି ତହଲୁ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ନାୟକ, ନିରଞ୍ଜନ ନାୟକ, ବିଶ୍ୱନାଥ ନାୟକ, ଶ୍ରୀକାନ୍ତ ନାୟକ, କୃଷ୍ଣଚନ୍ଦ୍ର ନାୟକ, ତ୍ରିନାଥ ନାୟକ, ଗୋପାଳ ନାୟକ, ଟୁନା ନାୟକ, ଲକ୍ଷ୍ମଣ ନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିରକୁ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ।

Hot this week

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

Related Articles

Popular Categories