www.samajalive.in
Saturday, December 13, 2025
26.1 C
Bhubaneswar

ସାମାଜିକ ସଂଗଠନ ପକ୍ଷରୁ ଧବଳେଶ୍ୱର ପୀଠ ସଫେଇ

ଗୁରୁଡିଝାଟିଆ : ଅଲୱେଜ ହେଲ୍ପ ଅଦର ସାମାଜିକ ସଂଗଠନ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁ, ମନ୍ଦିର ଚତୁପାଶ୍ୱର୍କୁ ସଫେଇ କରାଯାଇଛି । ସଂଗଠନର ମୁଖ୍ୟ ପିଙ୍କନ ସାହୁଙ୍କ ନେତୃତ୍ୱରେ ଭାଗ୍ୟଦୀପ ଥାଟୋଇ, ଚନ୍ଦନ ପ୍ରଧାନ, ସୁନିଲ ସାହୁ, ମେଘନାଦ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସଫେଇ କରିଥିଲେ । ପୂଜକ ସମାଜ ପକ୍ଷରୁ ଏଭଳି କାର୍ଯ୍ୟକୁ ସାଧୁବାଦ ଜ୍ଞାପନ କରାଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories