ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ..
ଆଜି ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୬୬.୨ ମିଲିମିଟର
ଭୁବନେଶ୍ୱରରେ ୫୭.୬, ବାଲେଶ୍ୱର ୪୨.୬ ଏବଂ ଗୋପାଳପୁରରେ ୩୫.୮ ମିଲି ମିଟର ବର୍ଷା ରେକର୍ଡ..
ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆହୁରି ଦୁଇ ଦିନ ସାରା ରାଜ୍ୟରେ ବର୍ଷା ସମ୍ଭାବନା – ଭୁନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର..
ମଣିପୁର ହିଂସା ଘଟଣାରେ ପୁଣି ୩ ଜଣଙ୍କ ମୃତ୍ୟୁ..
ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ..
୪ ବର୍ଷ ପାଇଁ ବାସନ୍ଦ..
ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ..
ଲେହ : ବୌଦ୍ଧ ଧର୍ମରେ ପୁଅକୁ ବିବାହ କରିବାରୁ ଦଳରୁ ବହିଷ୍କୃତ ହେଲେ ବିଜେପି ନେତା..
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ନିଲମ୍ବିତ..
ଫସର ଫାଟିଲା ମାଓ ଷଡ଼ଯନ୍ତ୍ର : ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ..
ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ ଅଘଟଣ : ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର..



