www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତୀୟ ପ୍ରଶାସନିକ ସେବାସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର.. ଜ୍ୟୋତିପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି.. ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଜ୍ୟୋତିପ୍ରକାଶ..

ବୋର୍ଡ ସଭାପତି ରାମାଶିଷ ହାଜରା ହେଲେ ପ୍ରାଣୀସମ୍ପଦ ନିର୍ଦେଶକ..

- Advertisement -

ବିଜ୍ଞାନ ଓ ବୈଷୟିକ ଯୁଗ୍ମ ସଚିବ ହେଲେ ୟେଦୁଲା ବିଜୟ..

୨ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି.. ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା.. ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଆଗରୁ ହେଲା ପ୍ରାର୍ଥୀ ଘୋଷଣା..

ରାଜ୍ୟର ସମସ୍ତ ଜିଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲିଟେସନ୍ ସେଣ୍ଟର.. ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିବେ..

ସନ୍ଧ୍ୟା ୭ଟା ଯାଏଁ ଟ୍ୱିନ୍‌‌ ସିଟିରେ ପ୍ରବଳ ବର୍ଷିବ..

୨୦୨୨ ଜେଇଇ ତ୍ରୁଟିପୂର୍ଣ୍ଣ ମାର୍କସିଟ୍‌ ମାମଲା.. ସିବିଆଇ ତଦନ୍ତ ନିର୍ଦେଶ ଦେଲେ ହାଇକୋର୍ଟ.. ୪ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ.. ଅଂଶୁମାନଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ଏହି ନିର୍ଦେଶ..

୫ ଜିଲାକୁ ଭିଜାଇବ ବର୍ଷା : ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ..

ପୁରୀ : ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ.. ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଅର୍ଥମନ୍ତ୍ରୀ..

ବଲାଙ୍ଗୀର : ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ..

ଚନ୍ଦ୍ରଯାନ-୩ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ.. ୨୩ରେ ସହଜ ଅବତରଣ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories