୧୦୨ଜଣ ହିତାଧିକାରୀଙ୍କୁ ନୂତନ ଭତା ବଣ୍ଟନ

ହରଭଙ୍ଗା : ହରଭଙ୍ଗା ପଂଚାୟତର ବିଭିନ୍ନ ଗ୍ରାମର ୧୦୨ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ନୂତନ ଭାବେ ସାମିଲ କରାଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ହିତାଧିକାରୀମାନଙ୍କୁ ନୂତନ ଭତା କାର୍ଡ ସହ ଟଙ୍କା ବଣ୍ଟଣ କରିଥିଲେ।

Comments are closed.