www.samajalive.in
Sunday, December 14, 2025
26.1 C
Bhubaneswar

ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌‌-୨୦୨୩କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷା DPDP ବିଲ୍‌‌-୨୦୨୩ କୁ ସମ୍ମତି ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ପାର୍ଲାମେଣ୍ଟର ଉଭୟ ସଭାଦନରେ ଗୃହୀତ ହୋଇଥିଲା । ଗତ ୯ ତାରିଖରେ ଏହା ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ୭ ତାରିଖ ଦିନ ଲୋକସଭାରେ ଏହା ମୌଖିକ ଭୋଟ୍‌‌ରେ ଗୃହୀତ ହୋଇଥିଲା।

ଲୋକମାନଙ୍କର ନିଜ ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ବିଲ୍‌‌ରେ ଭାରତୀୟ ତଥ୍ୟ ସୁରକ୍ଷା ବୋର୍ଡ ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି । ପୂର୍ବରୁ ଇଲେକ୍‌‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଏହି ଆଇନ ୧୪୦ କୋଟି ଭାରତୀୟଙ୍କ ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସେ କହିଥିଲେ ପ୍ରାୟ ୯୦ କୋଟି ଭାରତୀୟ ଇଣ୍ଟରନେଟ୍‌‌ ସହ ଜଡ଼ିତ ଓ ଏହି ବିଲ୍‌‌ ସେମାନଙ୍କର ତଥ୍ୟର ସୁରକ୍ଷା କରିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories