www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ସମ୍ବଲପୁରର ମାଁ କାମାକ୍ଷ୍ୟା ମନ୍ଦିର ପରିସରରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି। ସ୍ୱର୍ଗତ ଶ୍ରୀ ପଟ୍ଟନାୟକ ମନ୍ଦିରର ଜଣେ ସଦସ୍ୟ ରହିଥିବା ବେଳେ ସେ ନିୟମିତ ମନ୍ଦିରର ଉନ୍ନିତି ପାଇଁ ପ୍ରୟାସରତ ରହିଥିଲେ। ତାଙ୍କର ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ମାଁ କାମାକ୍ଷ୍ୟା ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇ ସାମୁହିକ ଶାନ୍ତିପାଠ କରାଯାଇଥିଲା। ଶୋକସଭାରେ ନିରମଲ ମାଇତି, ଲକ୍ଷ୍ମୀକାନ୍ତ ସାହୁ, ଚିତ୍ତରଞ୍ଜନ ଦାସ, ତାପସ ପରିଡ଼ା, ଏନ. ଶ୍ରୀନିବାସ, ନରହରି ବଢ଼଼ାଇ, ସୌମ୍ୟଭୂଷଣ ସାହାଣୀ, ଅନ୍ତର୍ଯ୍ୟାମୀ କୁଦେଇ, ପଞ୍ଚାନନ ଦେହୁରୀ, ଇନ୍ଦ୍ରାଣୀ ପାଢ଼ୀ, ସାବିତ୍ରୀ ମାଇତି, ସୁଧାଙ୍ଗିନୀ ପଟ୍ଟନାୟକ, ନିରୁପମା ପରିଡ଼ା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories