www.samajalive.in
Saturday, December 6, 2025
26.1 C
Bhubaneswar

ଚୋରାଚାଲାଣ ବେଳେ୧୭୮ କ୍ୱିଣ୍ଟାଲ ଚାଉଳ ଜବତ

ବାଲେଶ୍ୱର : ବାଲେଶ୍ୱରରେ ଚୋରାଚାଲାଣ ବେଳେ ଜବତ ହେଲା ଚାଉଳ। ପ୍ରାୟ ୧୭୮ କ୍ୱିଣ୍ଟାଲ ଚାଉଳ ମଙ୍ଗଳବାର ଜବତ କରାଯାଇଛି। ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ରୁପ୍‌‌ସା ପୁଲିସ ଏହି ଚାଉଳକୁ ଜବତ କରିଛି। ରେମୁଣାରୁ ଖନ୍ତାପଡା ନ ଯାଇ ଏହି ଚାଉଳ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ଗୋଟିଏ ଟ୍ରକ ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories