www.samajalive.in
Sunday, December 14, 2025
26.1 C
Bhubaneswar

୫ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା

ପାଟଣା: ପାଟଣା ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ଗୋଠ ଛଡ଼ା ଦନ୍ତାଟି ଗତରାତି ପାଟଣା ବନାଞ୍ଚଳ ଇଲାକା କାଶିଆ ସାହିରେ ମୁରଲୀ ମହାନ୍ତ ଓ ବରୁଣ ନାଏକଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। ଏହାପରେ ରାମଚନ୍ଦ୍ରପୁର ଗ୍ରାମ ଇଲାକାକୁ ଯାଇ ମହାନ୍ତି ମୁଣ୍ଡା ଓ ଅନୀଲ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ଘୁଣ୍ଟିଝରି ଗ୍ରାମକୁ ଯାଇ ଧରଣୀଧର ମହାନ୍ତଙ୍କ ଘର ଭାଙ୍ଗିଥିବା ଜଣାପଡିଛି। ଘର ଭାଙ୍ଗିବାବେଳେ ଦନ୍ତାଟି ଧାନ ଚାଉଳ ଖାଇଯିବା ଓ ନଷ୍ଟ କରିଥିବା ସୂଚନା ମିଳିଛି। ଜନଜୀବନ ପାଇଁ ବିପଦ ପାଲଟି ଥିବାରୁ ଦନ୍ତାଟିକୁ ଶିମିଳିପାଳ ଅଞ୍ଚଳକୁ ଘଉଡାଇବାକୁ ଦାବି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories