www.samajalive.in
Friday, December 12, 2025
16.1 C
Bhubaneswar

ଗୋରୁ ବୋଝେଇ ଗାଡିକୁ ଅଟକ ରଖିଲେ ବଜରଙ୍ଗ ଦଳ

କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ବାଲିସାହି ନିକଟରୁ ଗୋଟିଏ ଗୋରୁ ବୋଝେଇ ଟାଟା ଏସି ଗାଡିକୁ ମଠକରଗୋଳା ବଜରଙ୍ଗ ଦଳ କର୍ମୀ ଅଟକ ରଖିଚନ୍ତି ।ସେମାନେ  ଗାଡିରେ ଥିବା ୫ଟି ଗୋରୁଙ୍କୁ  ଉଦ୍ଧାର କରିଛନ୍ତି। ସୁଚନା ଥାଉକି ଏହି ରାଜପଥ ଦେଇ ଗୋରୁ ବୋଝେଇ ଗାଡି ପ୍ରାୟ ଅଧିକାଂଶ ସମୟରେ ଗୋରୁ ଚୋରାଚାଲାଣ ହେଉଥିବା   ଖବର ବଜରଙ୍ଗ ଦଳ ପାଖରେ ଥିଲା। କିନ୍ତୁ ସବୁବେଳେ ଗୋରୁ ବେପାରୀ ଖସି ପଳାଇବାରେ ସକ୍ଷମ ହେଉଥିଲେ । ମଠକରଗୋଳା ବଜରଙ୍ଗ ଦଳ ଗୋରୁ ଚୋରା ଚାଲାଣ ହେଉଥିବା  ବିଶେଷ ସୁତ୍ରରୁ ଖବର ପାଇ ଜାତୀୟ ରାଜପଥର ବାଲିସାହି ନିକଟରେ ଛକି ରହି ଗୋରୁ ବୋଝଇ ଗାଡିକୁ ଅଟକ  ରଖିଥିଲେ ଏବଂ ଏହି ଗାଡିରେ ଥିବା ଗୋରୁଙ୍କୁ ଉଦ୍ଧାର କରିବା ସହ ଗୋରୁଙ୍କ ସହ ବ୍ୟବସାୟୀଙ୍କୁ ଅଟକ ରଖିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories