ଶିମିଳିପାଳ ଶିକାରୀଙ୍କୁ ଚେତାବନୀ, ଜୁଲାଇ ୩୦ ସୁଦ୍ଧା ଆତ୍ମସମର୍ପଣ ନ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ମୟୁରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ମୟୁରଭଞ୍ଜ ଏସପି ବି.ଗଙ୍ଗାଧର ଶିମିଳିପାଳ ଶିକାରୀଙ୍କୁ ଚେତାବନୀ ଜୁଲାଇ ୩୦ ସୁଦ୍ଧା ଆତ୍ମ ସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି। ଶିମିଳିପାଳରେ ବନ୍ୟଜନ୍ତୁ ଶିକାରୀ ଯଦି ଜୁଲାଇ ୩୦ ସୁଦ୍ଧା ଆତ୍ମ ସମର୍ପଣ ନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ବି.ଗଙ୍ଗାଧର ପ୍ରକାଶ କରିଛନ୍ତି।
Comments are closed.