www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଫେସ୍‌‌ ପ୍ୟାକ୍‌‌ ବ୍ୟବହାର କଲେ ତୁରନ୍ତ ଚମକିବ ତ୍ୱଚା..

ତ୍ୱଚାର ଚମକ ବୃଦ୍ଧି ପାଇଁ କୋମଳତା ବଜାୟ ରଖିବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ, ଯାହା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇ ତ୍ୱଚାର ଚମକ ତୁରନ୍ତ ମିଳିବ।
ଏଲୋବେରା-
ଏଲୋବେରାରେ ଅଳ୍ପ କିଛି ଗ୍ଲିସରିନ୍‌‌ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇ ଉଜ୍ଜ୍ୱଳ ହୋଇଥାଏ। ବିଭିନ୍ନ ପ୍ରକାର ଦାଗ ଦୂର ହୋଇଥାଏ।
କିୱିକୁ ପେଷି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ତୁରନ୍ତ ଚମକି ଥାଏ। କୌଣସି ଉତ୍ସବକୁ ଯିବା ପୂର୍ବରୁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।
କଦଳୀରେ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ନରମ ହେବା ସହ ଉଜ୍ଜ୍ୱଳ ଦେଖାଯାଏ।
ଚକୋଲେଟ୍‌‌ରେ ଚିନି ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା ନରମ ଓ ସଫା ହୋଇଥାଏ।
ଦହିରେ ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌‌ ରଖନ୍ତୁ। ଏହାଦ୍ୱାରା ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।
ବେସନରେ ଦହି,ଏଲୋବେରା ଜେଲ୍‌‌ ମିଶାଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌‌ ରଖନ୍ତୁ। ଏହାଦ୍ୱାରା ମୁହଁର କଳାପଣ ଦୂର ହୋଇ ଚମକି ଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories