ଅସହ୍ୟ ତାତି ; ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି..
ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି..
ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ୱାର୍ଣ୍ଣିଂ ଜାରି..
ଉପକୂଳ ଓଡିଶାର କିଛି ଜିଲାରେ ପାଗ ଆଂଶିକ ମେଘାଚ୍ଛନ୍ନ .. ମେଘାଚ୍ଛନ୍ନ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ..
ଉପକୂଳରେ ଅଧିକ ଗୁଳୁଗୁଳି ଅନୁଭବ ..
ସାଢେ ୮ଟା ସୁଦ୍ଧା ପୁରୀ ଆଦ୍ରତା ୮୬%, କଟକ ୭୬%, ଗୋପାଳପୁର ୭୫%, ବାଲେଶ୍ୱର ଓ ଚାନ୍ଦବାଲି ୬୫%, ପାରାଦ୍ୱୀପ ୬୩%..
ସାଢେ ୮ଟାରେ ସମ୍ବଲପୁର ତାପାମତ୍ରା ୩୬ ଡିଗ୍ରୀ ରେକର୍ଡ ..
ଭୁବନେଶ୍ୱରରେ ସକାଳ ୮ଟାରେ ତାପମାତ୍ରା ୩୨.୨ ଡିଗ୍ରୀ ରେକର୍ଡ..
ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା..
ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର..
ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ..
ବାହାନଗା ଟ୍ରେନ ଦୁର୍ଘଟଣା.. ଭୁବନେଶ୍ୱର ଏମ୍ସରେ ରହିଛି ୮୧ଟି ମୃତଦେହ..
ରୁପସା ଷ୍ଟେସନରେ ଛିଡ଼ା ହୋଇଥିବା ଏକ କୋଇଲା ଟ୍ରେନର ଗୋଟିଏ ବଗିରେ ନିଆଁ..
ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ, ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିଲା ଟ୍ରେନ..



