www.samajalive.in
Sunday, December 14, 2025
26.1 C
Bhubaneswar

ସୂର୍ଯ୍ୟାସ୍ତ ପରେ ଆଦୌ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ 

ହିନ୍ଦୁ ଧର୍ମରେ ସୂର୍ଯ୍ୟେଦୟ ଓ ସୂର୍ଯ୍ୟାସ୍ତ ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି। ଏହି ନିୟମ ଅନୁଯାୟୀ, ଏପରି ଅନେକ କାମ ରହିଛି, ଯାହାକୁ ସମୟ ଅନୁଯାୟୀ କରିବାକୁ ବାରଣ କରାଯାଇଛି। ସେହି କାର୍ଯ୍ୟକୁ କରିବା ଦ୍ୱାରା ଜୀବନରେ ସମସ୍ୟା ସହ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ଜିନିଷ ରହିଛି, ଯାହାକୁ ସୂର୍ଯ୍ୟାସ୍ତ ପରେ ଘରକୁ ଆଣିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।

ସୂର୍ଯ୍ୟାସ୍ତ ପରେ ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ଘରକୁ ଭୁଲରେ ମଧ୍ୟ ଆଣନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏପରି ମୂର୍ତ୍ତି ଘରେ ଥିଲେ ମଧ୍ୟ ଏହାକୁ ନଦୀରେ ବିସର୍ଜନ କରି ଦିଅନ୍ତୁ।

- Advertisement -

ସୂର୍ଯ୍ୟାସ୍ତ ପରେ ବନ୍ଦ ଘଣ୍ଟାକୁ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ। ଉନ୍ନତି ମାର୍ଗରେ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ପୁରୁଣା , ଭଙ୍ଗା ଜିନିଷ , ପୁରୁଣା ପୋଷାକ ଆଦିକୁ ଆଦୌ ଘରେ ରଖନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ ପୁରୁଣା ଖବର କାଗଜ କିମ୍ବା ଅନ୍ୟ ପୁରୁଣା ଜିନିଷକୁ ଆଦୌ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ବହୁଦିନରୁ ପୁରୁଣା ଖବର କାଗଜ ଥିଲେ, ତେବେ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ କଣ୍ଟା ଜାତୀୟ ଗଛକୁ ମଧ୍ୟ ଘରକୁ ଆଣନ୍ତୁ ନାହିଁ।

 

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories