www.samajalive.in
Saturday, December 13, 2025
26.1 C
Bhubaneswar

ଧାତୁ ଗହଣା ପିନ୍ଧୁଥିଲେ…

ବର୍ତ୍ତମାନ ସମୟରେ ଯୁବତୀ, ମହିଳାମାନେ ସୁନା, ରୁପା ଗହଣା ପିନ୍ଧିବାକୁ ଏତେଟା ଆଗ୍ରହ ଦେଖାଉନାହାନ୍ତି। ବିଭିନ୍ନ ପ୍ରକାର ଧାତୁ ଗହଣା କମ୍ ମୂଲ୍ୟରେ ମିଳୁଥିବାରୁ ସେସବୁ ପିନ୍ଧି ସେମାନେ ଷ୍ଟାଇଲ୍ କରୁଛନ୍ତି।
– ଅନ୍-ଲାଇନ୍‌ ଓ ବଜାରରେ ଏକ ପ୍ରକାର ଜିପ୍ ଲକ୍ ପାଉଚ୍ ମିଳୁଛି। ନିଜ ଧାତୁ ଗହଣାଗୁଡ଼ିକୁ ସେଇ ପାଉଚ୍‌ରେ ରଖିପାରିବେ। ଖୋଲାରେ ରଖିଲେ, ସେଇ ଗହଣାର ରଙ୍ଗ ଉଡ଼ିଯାଏ।
– ସେସବୁ ଗହଣା ପିନ୍ଧି ଅତର ତା’ ଉପରେ ପକାଇଦେଲେ, ତ୍ବଚା ସଂକ୍ରମଣର ଭୟ ମଧ୍ୟ ଅଛି।
– ଗହଣା ପିନ୍ଧି ରଖିବା ପୂର୍ବରୁ ତାକୁ ଭଲଭାବେ ନରମ କପଡ଼ାରେ ପୋଛି ରଖିବେ।
– ସବୁ ଗହଣାକୁ ଅଲଗା ଅଲଗା କରି ରଖିଲେ, ସେସବୁ ଶୀଘ୍ର ନଷ୍ଟ ହୁଏନି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories